Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଆଉ କେତେ ଲୁଟିବ ଟାଟା ପାୱାର ?

ଅନୁଗୁଳ ( ଜୟ ଓଡିଶା) : - ୨୦୨୦ ମସିହା ଜୁନ ମାସ ଠାରୁ ଓଡ଼ିଶା ସରକାର୍ ଓ ଟାଟା ପାୱାର ମିଳିତ ସହଯୋଗରେ ବିଦ୍ୟୁତ୍ ବିତରଣ ଦାୟିତ୍ବ ତୁଲାଉଥିବା ଟାଟା ପାୱାର ଲୁଟିବାର ଚରମ ସୀମାରେ ପହଞ୍ଚି ଯାଇଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା ମହାସଂଘ । ଟାଟା ପାୱାର ଓଡ଼ିଶାର ଯୁବକ ମାନଙ୍କୁ ଓଡିଶା ସରକାରଙ୍କ ଶ୍ରମ ବିଭାଗ ନିୟମ ଅନୁସାରେ ୮ ଘଣ୍ଟା ର ମଜୁରୀ ପ୍ରଦାନ କରି ୧୪ ରୁ ୧୬ ଘଣ୍ଟା ଖଟିବାକୁ ବାଧ୍ୟ କରୁଛି। ସବୁ ଜାଣି ଶୁଣି ଚୁପ୍ ବସିଛି ଶ୍ରମ ବିଭାଗ । ଓଡିଆ ଶ୍ରମିକ ମାନଙ୍କ ପରେ ଏବେ ଓଡ଼ିଶା ଉପଭୋକ୍ତାଙ୍କ ଉପରେ ଆଖି ପକାଇଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ । ବିଭିନ୍ନ ସମୟରେ ନୂଆଁ ନୂଆଁ ନିୟମ ଆଳରେ ଉପଭୋକ୍ତାଙ୍କୁ ଶୋଷଣ କରି ଚାଲିଛି ଟାଟା ପାୱାର । କେତେବେଳେ ଲୋଡ ବଢ଼େଇବା ନାଁରେ ତ ଆଉ କେତେବେଳେ ଫଲଟି ମିଟର ଆସେସମେଣ୍ଟ ନାଁରେ ନିୟମିତ ଗ୍ରାହକ ମାନଙ୍କର ଆସୁଛି ହଜାର ହଜାର ଟଙ୍କାର ଏରିଅର ବିଲ୍ , ପୁଣି ସ୍ମାର୍ଟ ମିଟର ନାରେ ସ୍ମାର୍ଟ ଠକେଇ ମାଧ୍ୟମରେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତା ଶୋଷଣର ଶିକାର ହେଉଛନ୍ତି । ପୁଣି ଏକ ନୂଆଁ ନିୟମ ଯାହାକୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଗୋଟିଏ ଉପଭୋକ୍ତାଙ୍କ ସର୍ଭିସ ତାର ( service wire) ଯଦି ଖରାପ ହେଇ ଯାଏ, ତାହେଲେ ଉପଭୋକ୍ତା ନୂଆଁ ତାର କିଣିବା ସହିତ ମରାମତି ବାବଦରେ ୧୧୨୮ ଟଙ୍କା ଦେବାକୁ ପଡିବ, ଯଦି ଉପଭୋକ୍ତାଙ୍କ ମିଟର ଗୋଟିଏ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡେ, ତେବେ ଟାଟା ପାୱାର କୁ ୭୯୬ ଟଙ୍କା ଦେବାକୁ ପଡିବ । ଓଡ଼ିଶା ବିଦ୍ୟୁତ୍ ବିତରଣ ଇତିହାସରେ ଯାହା କେବେ ହୋଇ ନଥିଲା ତାହା କରୁଛି ଟାଟା ପାୱାର । ମାସିକ ୨୦ ଟଙ୍କାର ନିର୍ଦ୍ଧାରିତ ଶୁଳ୍କରେ ସେବା ଯୋଗାଇ ଦିଆଯାଉଥିଲା। ଏବେ କିନ୍ତୁ ସେସବୁକୁ ଖାତିର ନକରି ମନ ଇଚ୍ଛା ଉପଭୋକ୍ତା ଙ୍କୁ ଶୋଷଣ କରୁଛି ଟାଟା । ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ବିଦ୍ୟୁତ୍ ନିୟାମକ ଆୟୋଗ ବା ( OERC)ଏବଂ ରାଜ୍ୟସରକାର । ତେଣୁ ଏହା ଉପରେ ସରକାର୍ ପୁନର୍ବିଚାର କରିବା ସହିତ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛି ଉପଭୋକ୍ତା ମହାସଂଘ ।

editor jai odisha by editor jai odisha
July 1, 2025
in ରାଜ୍ୟ
0
ଆଉ କେତେ ଲୁଟିବ ଟାଟା ପାୱାର ?
0
SHARES
1.7k
VIEWS
Share on FacebookShare on Twitter
Previous Post

ପୂର୍ବତନ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କଣ୍ଟିଆପଶି ଗ୍ରାମବାସୀଙ୍କ ଦ୍ଵାରା ଥାନା ଘେରାଉ

Next Post

ରଥଯାତ୍ରା ଅବସରରେ ଗୁଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

editor jai odisha

editor jai odisha

Next Post
ରଥଯାତ୍ରା ଅବସରରେ ଗୁଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଥଯାତ୍ରା ଅବସରରେ ଗୁଣ୍ଡିଚା ବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In