Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜନୀତି

ଆଜି କଂଗ୍ରେସର ବିଧାନସଭା ଘେରାଉ

editor jai odisha by editor jai odisha
March 27, 2025
in ରାଜନୀତି, ରାଜ୍ୟ
0
ଆଜି କଂଗ୍ରେସର ବିଧାନସଭା ଘେରାଉ
0
SHARES
1
VIEWS
Share on FacebookShare on Twitter

ଆଜି କଂଗ୍ରେସ ବିଧାନସଭା ଘେରାଉ କରିବ। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଏଥିପାଇଁ ରାଜଧାନୀରେ ଜମା ହେବାରେ ଲାଗିଲେଣି କଂଗ୍ରେସ କର୍ମୀ। ହଜାର ହଜାର କର୍ମୀ ବିଧାନସଭା ଘେରାଉ କରିବେ ବୋଲି ଦଳ କହିଛି। ରାମମନ୍ଦିର ନିକଟରୁ ବାହାରିବ ଏକ ଶୋଭାଯାତ୍ରା ଓ ଏହା ବିଧାନସଭା ଅଭିମୁଖେ ଯିବ। ଶୋଭାଯାତ୍ରାର ଆଗରେ ରହିବେ ମହିଳା । କଂଗ୍ରେସ ନେତା ଓ ବିଧାୟକ ମାନେ ମଝିରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଦଳ କହିଛି,  ପୂର୍ବରୁ ୩୦ ହଜାର କର୍ମୀ ଏହି ବିଧାନସଭା ଘେରାଉରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। ବିଜେପିର ଆକ୍ରୋଶମୂଳକ ପଦକ୍ଷେପ ପରେ ଏହି ସଂଖ୍ୟା ୫୦ ହଜାର ଟପିବ। ସେପଟେ କଂଗ୍ରେସକୁ ସମର୍ଥନ କରିଛି ବାମଦଳ। ବିଧାନସଭା ଘେରାଉକୁ ବି ସେମାନେ ସମର୍ଥନ କରିଛନ୍ତି। ସିପିଏମ ସମେତ ଅନ୍ୟ ବାମପନ୍ଥୀ ଦଳର ନେତା କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ସାକ୍ଷାତ କରିବା ସହ ବିଜେପିର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ତେବେ ଆଜି ରାଜଧାନୀ ଜଗିବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ,୧୦ ପ୍ଲାଟୁନ ମହିଳା ପୋଲିସ ନିୟୋଜିତ ହେବେ, ବିଧାନସଭା ଓ ମୁଖ୍ୟ ଛକଗୁଡ଼ିକରେ ଜଗିବେ ପୋଲିସ, ଆଇନ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ପୋଲିସ କହିଛି।

Tags: bhubaneswarOdisha
Previous Post

ATMରୁ କ୍ୟାଶ ଉଠାଇବା ହେବ ମହଙ୍ଗା

Next Post

ବାରୁଣୀ ସ୍ନାନ ପାଇଁ ଭିଡ଼

editor jai odisha

editor jai odisha

Next Post
ବାରୁଣୀ ସ୍ନାନ ପାଇଁ ଭିଡ଼

ବାରୁଣୀ ସ୍ନାନ ପାଇଁ ଭିଡ଼

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In