Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home କ୍ରୀଡା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍, ଇଣ୍ଡିଆ ଟିମ୍‍ କୁ ବିଜୟୀ ଟିପ୍ସ ଦେଲେ ବିରାଟ

ନୂଆ ଦିଲ୍ଲୀ( ଏଜେନ୍ସି) : ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆଉ ମାତ୍ର ୩ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସମସ୍ତ ଭାରତୀୟ ଖେଳାଳି ହେଡିଙ୍ଗଲି ଟେଷ୍ଟ ମ୍ୟାଚ ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି । ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କିଙ୍ଗ କୋହଲି ବିରାଟ ଟିମ୍‍ ଇଣ୍ଡିଆର କିଛି ଖେଳାଳିଙ୍କ ସହ ଏକ ଗୁପ୍ତ ଭେଟଘାଟ କରିଛନ୍ତି । କୋହଲି ଟିମ୍‍ ଇଣ୍ଡିଆ ଅଧିନାୟକ ଓ ଉପଅଧିନାୟକଙ୍କୁ ତାଙ୍କ ଲଣ୍ଡନ ସ୍ଥିତ ଘରକୁ ନିମନ୍ତ୍ରଣ କରିଥିଲେ । ଏକ ରିପୋର୍ଟ ଅନୁଯାୟୀ ଗତ ମାସରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବିରାଟ କୋହଲି କିଛି ଭାରତୀୟ ଖେଳାଳିଙ୍କୁ ଳଣ୍ଡନରେ ଭେଟିଛନ୍ତି । ଅଧିନାୟକ ଶୁଭମନ ଗିଲ୍‍ ଓ ଉପ ଅଧିନାୟକ ରିଷଭ ପନ୍ତ, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କିଛି ଅନ୍ୟ ଖେଳାଳିଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଜଣେ ବ୍ୟାଟ୍ସମ୍ୟାନ ଓ କ୍ୟାପଟେନ ହିସାବରେ ବିରାଟ ଲଣ୍ଡନରେ ଖେଳିବା ବେଳେ ବିଫଳତା ଓ ସଫଳତା ଉଭୟ ଦେଖିଛନ୍ତି । ତେଣୁ ସେ ଭାରତୀୟ ଖେଳାଳିମାନଙ୍କୁ ଉନ୍ନତି ପାଇଁ ଉତ୍ତମ ଟିପ୍ସ ଦେଇପାରିବେ । ଜଣେ ଅଧିନାୟକ ଭାବେ କୋହଲି ଇଂଲଣ୍ଡରେ ରେକର୍ଡ ମଧ୍ୟ କରିଛନ୍ତି । ଏପରି ପରିସ୍ଥିତିରେ ଗିଲ୍‍ ଏବଂ ପନ୍ତ ଏହି ସାକ୍ଷାତ ସମୟରେ କୋହଲିଙ୍କଠାରୁ ବହୁତ କିଛି ଶିଖିପାରିବେ । ଟିମ୍‍ ଇଣ୍ଡିଆ ଶେଷ ଥର ପାଇଁ ୨୦୦୭ରେ ଇଂଲଣ୍ଡକୁ ନିଜ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା । ସେତେବେଳେ ରାହୁଲ ଦ୍ରାବିଡ ଭାରତୀୟ ଦଳର ଅଧିନାୟକ ଥିଲେ । ଏବେ ଅଧିନାୟକ ଭାବରେ ଶୁଭମନ ଗିଲ୍‍ ଏହି ୧୮ ବର୍ଷର ଅପେକ୍ଷାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

editor jai odisha by editor jai odisha
June 17, 2025
in କ୍ରୀଡା
0
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍, ଇଣ୍ଡିଆ ଟିମ୍‍ କୁ ବିଜୟୀ ଟିପ୍ସ ଦେଲେ ବିରାଟ
0
SHARES
1
VIEWS
Share on FacebookShare on Twitter
Previous Post

ସ୍ତ୍ରୀକୁ ହତ୍ୟା କରି ସ୍ଵାମୀର ଆତ୍ମହତ୍ୟା

Next Post

କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା: ଭୂସ୍ଖଳନରେ ଦୁଇ ମୃତ, ୩ ଆହତ

editor jai odisha

editor jai odisha

Next Post
କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା: ଭୂସ୍ଖଳନରେ ଦୁଇ ମୃତ, ୩ ଆହତ

କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା: ଭୂସ୍ଖଳନରେ ଦୁଇ ମୃତ, ୩ ଆହତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In