Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଅପରାଧ

ଏଫ୍‌ଏମ୍‌ ବିଶ୍ଵ ବିଦ୍ୟାଳୟ ଅଧ୍ୟାପକଙ୍କ କ୍ୱାର୍ଟର୍ସରେ ପତ୍ନୀଙ୍କୁ ଅସଦାଚରଣ

ରେମୁଣା( ଜୟ ଓଡିଶା) : ଫକୀରମୋହନ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ନବବିବାହିତା ପତ୍ନୀଙ୍କୁ ଅସଦାଚରଣ ଘଟଣା। ଅଭିଯୋଗ ପରେ ବଢିଲା ବିଶ୍ଵ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା। କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରିଛନ୍ତି କୁଳପତି। ଏହାସହ ଅଧିକ ୬ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାର ତଦନ୍ତ ଜାରି ରହିଛି। ଏଣିକି ବିଶ୍ଵ ବିଦ୍ୟାଳୟ ଭିତରକୁ ଗଲେ ଆଧାରକାର୍ଡ ଦେଖାଇବାକୁ ହେବ। ଗତକାଲି ଦ୍ୱିପ୍ରହରରେ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିରୋଧ କରିବାରୁ ଦୁର୍ବୃତ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଧସ୍ତାଧସ୍ତି ହୋଇଥିଲା। ସାହସର ସହିତ ମହିଳା ଜଣକ ଦୁର୍ବୃତ୍ତଙ୍କ ସହ ଲଢ଼ି ଆହତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ନୂଆପାଢ଼ୀ କ୍ୟାମ୍ପସରେ ଏଭଳି ଘଟଣା ଘଟିଛି। କୌଶଳକ୍ରମେ ଅଧ୍ୟାପକଙ୍କ ପତ୍ନୀ ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଗତ ଶୁକ୍ରବାର ଅନ୍ୟ ଜଣେ ଅଧ୍ୟାପକଙ୍କ ଅନୁପସ୍ଥିତିରେ ଘରେ ପଶି ପାଣି ମାଗିଥିଲା, ପରେ ଦୁର୍ବ୍ୟବହାର କରିଥିଲା। ଶନିବାର ଘରେ ପଶି ପୁଣି ଜଣେ ଅଧ୍ୟାପକଙ୍କ ପତ୍ନୀଙ୍କୁ ବଳାତ୍କାର ଉଦ୍ୟମ କରିବା ଘଟଣା ବିଶ୍ବବିଦ୍ୟାଳୟ ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଏହି ଘଟଣା ପରେ କ୍ୟାମ୍ପସରେ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଅଧ୍ୟାପକଙ୍କ ପତ୍ନୀ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଯୁବକ ନୀଳଗିରି ଥାନା ଅଧୀନ ମର୍ଦ୍ଦରାଜପୁର ଗାଁର ଶଙ୍କର ପାତ୍ର ବୋଲି ଜଣାପଡିଛି। ଅଭିଯୋଗ ପରେ ବିଶ୍ଵ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

editor jai odisha by editor jai odisha
July 27, 2025
in ଅପରାଧ
0
ଏଫ୍‌ଏମ୍‌ ବିଶ୍ଵ ବିଦ୍ୟାଳୟ ଅଧ୍ୟାପକଙ୍କ କ୍ୱାର୍ଟର୍ସରେ ପତ୍ନୀଙ୍କୁ ଅସଦାଚରଣ
0
SHARES
2
VIEWS
Share on FacebookShare on Twitter
Previous Post

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମାଟି ତଳୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

Next Post

ପିସିଆର୍‌ ଭ୍ୟାନ୍‌କୁ ପିଟିଲା କାର୍‌, ୬ ଆହତ

editor jai odisha

editor jai odisha

Next Post
ଘରେ ପଶିଲା କାର୍‌, ଜଣେ ମୃତ

ପିସିଆର୍‌ ଭ୍ୟାନ୍‌କୁ ପିଟିଲା କାର୍‌, ୬ ଆହତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In