Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଅନ୍ତର୍ଜାତୀୟ

ଏସ୍‍ସିଓ ଶିଖର ସମ୍ମିଳନୀରେ ଏକଘରିକିଆ ହେଲା ପାକିସ୍ତାନ

ନୂଆଦିଲ୍ଲୀ(ଏଜେନ୍ସି) : - ଏସ୍‍ସିଓ ଶିଖର ସମ୍ମିଳନୀରେ ଏକଘରିକିଆ ହେଲା ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‍ ଫଟୋ ପୋଜ୍‍ ପାଇଁ ଛିଡା ହୋଇଥିବା ବେଳେ ସେହି ପଟେ ଯାଉଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଶେହବାଜଙ୍କ ମୁହଁକୁ ଟିକେ ବି ଚାହିଁନଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଏବଂ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ ଏକାଠି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏସ୍‍ସିଓରେ ସାମିଲ ହୋଇଥିବା ଶେହବାଜ ସରିଫ୍‍ଙ୍କୁ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ସମ୍ମିଳନୀର ଦ୍ୱିତୀୟ ଦିନରେ ମୋଦୀ ପୁଟିନ୍‍ ପରସ୍ପର ସହିତ କଥାବାର୍ତ୍ତା ହୋଇ ଯାଉଥିଲେ । ସେତେବେଳେ ଶେହବାଜ ସରିଫଙ୍କୁ ମୋଦୀ ଟିକିଏ ବି ଆଡ ଆଖିରେ ଚାହିଁନଥିଲେ । ଶେହବାଜ ସରିଫ୍‍ ଏକାକୀ ଛିଡା ହୋଇଥିବା ବେଳେ ଉଭୟ ନେତାଙ୍କୁ ଟିକେ ବି ଅନାଇ ନଥିଲେ । ଏକୁଟିଆ ଠିଆ ହୋଇଥିବା ସରିଫଙ୍କ ସହିତ ନା କେହି କଥା ହୋଇଥିଲେ ନା କେହି ତାଙ୍କ ପ୍ରତି ଧ୍ୟାନ ଦେଇଥିଲେ । ଶେହବାଜ ମୋଦୀଙ୍କୁ ହତବାକ୍‍ ହୋଇ ଚାହିଁ ରହିଥିଲେ । ସାଙ୍ଘାଇ ସମନ୍ୱୟ ସଂଗଠନରେ ସମ୍ବୋଧନ କରିବା ସହ ଶେହବାଜଙ୍କ ଉପସ୍ଥିତିରେ ମୋଦୀ ପାକିସ୍ତାନକୁ ଟାର୍ଗେଟ କରି ଆତଙ୍କବାଦ ପ୍ରସଙ୍ଗ ଉଠାଇ ଖୁବ ସମାଲୋଚନା କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଥମୋଦୀ କହିଛନ୍ତି ଯେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି । ଆତଙ୍କବାଦ ସମ୍ପର୍କରେ କୌଣସି ଦୋମୁହାଁ ନୀତି ରହିବା ଉଚିତ୍‍ ନୁହେଁ । ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ । ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ବଡ ବିପଦ । ଦେଶ, ସମାଜ ଏବଂ ମାନବ ଜାତି ଏଥିରୁ ସୁରକ୍ଷିତ ନୁହେଁ । ଆତଙ୍କବାଦୀ ଏବଂ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଉଥିବା ଲୋକଙ୍କ ସହିତ ମୁକାବିଲା କରିବା ପାଇଁ ଏକ ପ୍ରସ୍ତାବ ରଖିଛନ୍ତି ମୋଦୀ ।

editor jai odisha by editor jai odisha
September 1, 2025
in ଅନ୍ତର୍ଜାତୀୟ
0
ଏସ୍‍ସିଓ ଶିଖର ସମ୍ମିଳନୀରେ ଏକଘରିକିଆ ହେଲା ପାକିସ୍ତାନ
0
SHARES
1
VIEWS
Share on FacebookShare on Twitter
Previous Post

ମୋଦୀଙ୍କୁ ୧୦ ମିନିଟ ଅପେକ୍ଷା କଲେ ପୁଟିନ

Next Post

ଭାରତ ସହ ରାଜନୀତି ନୁହେଁ ବରଂ ବିଶ୍ୱାସର ସମ୍ପର୍କ କହିଲେ ପୁଟିନ୍‍

editor jai odisha

editor jai odisha

Next Post
ଭାରତ ସହ ରାଜନୀତି ନୁହେଁ ବରଂ ବିଶ୍ୱାସର ସମ୍ପର୍କ କହିଲେ ପୁଟିନ୍‍

ଭାରତ ସହ ରାଜନୀତି ନୁହେଁ ବରଂ ବିଶ୍ୱାସର ସମ୍ପର୍କ କହିଲେ ପୁଟିନ୍‍

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In