Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

ଖମାର ବିଦ୍ୟୁତ୍ କାର୍ଯ୍ୟାଳୟର ଅନ୍ଧାରି ସେବା

ଖମାର(ଜୟ ଓଡିଶା) - ଓଡ଼ିଆରେ ଗୋଟେ ପ୍ରବାଦ ରହିଛି, ବଢେଇ ଘରେ ତାଟି କବାଟ ଅର୍ଥାତ୍ ଅନ୍ୟମାନଙ୍କ ଘରକୁ ସୁନ୍ଦର ଏବଂ ସୁରକ୍ଷିତ ରଖିବା ପାଇଁ ବଢେଇ ସୁନ୍ଦର ଏବଂ ମଜଭୁତ କବାଟ ତିଆରି କରିଥାଏ କିନ୍ତୁ ଦୁଃଖର ବିଷୟ ଅନ୍ୟ ଘର କଥା ଚିନ୍ତା କରୁଥିବା ବଢେଇ ର ଘରେ ତାଟି କବାଟ ଦ୍ବାରା ନିଜ ଘରକୁ ସୁରକ୍ଷା ଦେଇଥାଏ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଲ ଲହଡ଼ା ସବ ଡିଭିଜନ ଅନ୍ତର୍ଗତ ଖମାର ଠାରେ ଅବସ୍ଥିତ ବିଦ୍ୟୁତ୍ ସବ ଷ୍ଟେସନ କାର୍ଯ୍ୟାଳୟ ଠାରେ । ବିଦ୍ୟୁତ୍ ଯୋଗାଣ ଓ ପାରିପାର୍ଶିକ ପରିବେଶ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଟାଟା ପାୱାର ସୁରକ୍ଷା କୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ, ଖମାର ପ୍ରାଥମିକ ସବ ଷ୍ଟେସନ ଓ କାର୍ଯ୍ୟାଳୟ ରେ ଗୋଟିଏ ଲାଇଟ୍ ନଥିବାରୁ ରାତି ହେଲେ ସେବା ଯୋଗାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କର୍ମଚାରୀ । ରାତ୍ରୀ ସମୟରେ କୌଣସି ଫିଡର ର ରକ୍ଷଣା ବେକ୍ଷଣ ହେଉ ଅବା ଟ୍ରିପ ହେଲେ ତାହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ମୋବାଇଲ ଟର୍ଚ୍ଚ ର ସାହଯ୍ୟ ନେବାକୁ ପଡ଼ିଥାଏ , ଫଳରେ ୧୦ ମିନିଟ୍ ର କାମ ପାଈଁ ଘଣ୍ଟା ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥାଏ । ଏହାଦ୍ବାରା ଉପଭୋକ୍ତା ମାନେ ବିନା କାରଣରେ ହଇରାଣ ହେବା ସହିତ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଆଞ୍ଚଳିକ ଲୋକ ମାନଙ୍କ ଆକ୍ରୋଶର ଶିକାର ହୁଅନ୍ତି । ଫିଡର ରକ୍ଷଣା ବେକ୍ଷଣ ପାଈଁ ଦିଆଯାଉଥିବା ସଟ ଡାଉନ୍ ଠିକ ଭାବେ ହେଇଛି ନା ନାହିଁ ତାହା ଦେଖିବା କଷ୍ଟକର ହୋଈ ପଡେ, ଫଳରେ ଏହା ଦ୍ବାରା ଦୁର୍ଘଟଣା ର ସମ୍ଭାବନା କୁ ଏଡାଇ ଦିଆ ଯାଇନପାରେ । ବିଦ୍ୟୁତ୍ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀ ମାନଙ୍କ ଉପରେ ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ରହିଥିବା ବେଳେ, ମୁଳ ଜାଗା ଅର୍ଥାତ୍ ପି ଏସ ଏସ ( ପ୍ରାରମ୍ଭିକ ସବ୍ ଷ୍ଟେସନ)କୁ ଯେଭଳି ଭାବେ ଅବହେଳିତ କରି ରଖା ଯାଇଛି, ସେଥିରୁ ସ୍ପଷ୍ଟ ଭାବରେ ଅନୁମାନ କରିହେବ ଯେ ଗ୍ରାମାଞ୍ଚଳ ରେ ଟାଟା ପାୱାରର ସୁରକ୍ଷା କେମିତି ଥିବ ? କନିଷ୍ଠ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ସବ ଷ୍ଟେସନ ରେ ତିନୋଟି ଲାଇଟ୍ ଥିଲା କିନ୍ତୁ ଦୀର୍ଘ ଦୁଇ ବର୍ଷ ହେବ ଏହା ଖରାପ ହେଇ ଯାଇଛି, ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି, ମେଲ ଦିଆଯାଇଛି ଏବଂ ଚିଠି କରାଯାଇଛି କିନ୍ତୁ କୌଣସି ସଫଳତା ମିଳି ନାହିଁ । ତେବେ କର୍ମଚାରୀଙ୍କ କହିବା ଅନୁଯାୟୀ ଟାଟା ପାୱାର ସୁରକ୍ଷା ବିଜ୍ଞାପନ କେବଳ ଏକ ପ୍ରହସନ ମାତ୍ର । ଏଠି ଠିକା ଶ୍ରମିକଙ୍କ ପାଇଁ ସବୁ ଏକ ପହସନ୍ ମାତ୍ର । ପ୍ରାରମ୍ଭିକ ସବ ଷ୍ଟେସନ ଲାଇଟ୍ ର ସମସ୍ୟା ସହିତ ଅନେକ ଅସୁବିଧା ରହିଛି ଯାହାକୁ ବାରମ୍ବାର ଅଭିଯୋଗ ପରେ ମଧ୍ଯ ସମାଧାନ ନହେବା ପରିତାପର ବିଷୟ ବୋଲି କହିଛନ୍ତି କର୍ମଚାରୀ ।

editor jai odisha by editor jai odisha
August 19, 2025
in ଆଞ୍ଚଳିକ
0
ଖମାର ବିଦ୍ୟୁତ୍ କାର୍ଯ୍ୟାଳୟର ଅନ୍ଧାରି ସେବା
0
SHARES
1
VIEWS
Share on FacebookShare on Twitter
Previous Post

କାର୍ଯ୍ୟକ୍ଷମ ହେଉନି ଡ୍ରାଇଭିଂ ଟେଷ୍ଟିଙ୍ଗ ଟ୍ରାକ

Next Post

ନୂଆଦିଲ୍ଲୀରେ ଓଡିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

editor jai odisha

editor jai odisha

Next Post
ନୂଆଦିଲ୍ଲୀରେ ଓଡିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀରେ ଓଡିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In