Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟିତ

ମୁମ୍ବାଇ( ଏଜେନ୍ସି) : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର। ନୂଆ ବିମାନବନ୍ଦର ନାମ ରହିଛି ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ମୁମ୍ବଇରେ ଛତ୍ରପତି ଶିବାଜି ଆନ୍ତର୍ଜାତିକ ବିମାନବନ୍ଦର ଥିବାବେଳେ ଏହା ଦ୍ବିତୀୟ ଆନ୍ତର୍ଜାତିକ ବିମାନବନ୍ଦର। ନୂତନ ବିମାନବନ୍ଦରକୁ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମଡେଲରେ ଆଦାନି ଗ୍ରୁପ୍ ଓ ସିଆଇଡିସିଓ ଦ୍ବାରା ନିର୍ମାଣ କରାଯାଇଛି। ଏହାର ନିର୍ମାଣରେ ୧୯,୬୫୦ କୋଟି ଟଙ୍କା ବ୍ୟୟ ହୋଇଛି। ବିମାନବନ୍ଦରଟି ମୋଟ ୧୧୬୦ ହେକ୍ଟର ଅଞ୍ଚଳରେ ନିର୍ମିତ ହେବାକୁ ଥିବାବେଳେ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ମାଣକୁ ଉଦ୍‌ଘାଟନ କରାଯାଇଛି। ଏହାର ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏଠାରୁ ବାର୍ଷିକ ୯କୋଟି ଯାତ୍ରୀ ପରିବହନ ହେବାର ସୁବିଧା ମିଳିପାରିବ। ଏହା ସହିତ ବାର୍ଷିକ ୩.୨୫ ନିୟୁତ ମେଟ୍ରିକ୍ ଟନ ମାଲ ପରିବହନ କରାଯାଇପାରିବ। ଏହା ବିଶ୍ବର ଅନ୍ୟତମ ପ୍ରମୁଖ ବିମାନବନ୍ଦରରର ମାନ୍ୟତା ଲାଭ କରିବ। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରରେ ଗୋଟିଏ ରନୱେ ଓ ଗୋଟିଏ ଟର୍ମିନାଲ ନିର୍ମାଣ ହୋଇଛି। ଯାହା ବାର୍ଷିକ ୨କୋଟି ଯାତ୍ରୀ ପରିବହନର ସୁବିଧା ଯୋଗାଇ ଦେବ। ଏହା ଘଣ୍ଟାକୁ ୨୦ରୁ ୨୨ଟି ବିମାନ ଉଡାଣ ଓ ଅବତରଣକୁ ପରିଚାଳନା କରିପାରିବ। ଆସନ୍ତା ଡିସେମ୍ବରରୁ ଏହା କାର୍ଯ୍ୟକ୍ଷମ ହେବ। ଏଠାରୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବିମାନ ଚଳାଚଳକୁ ପରିଚାଳନା କରାଯିବ।

editor jai odisha by editor jai odisha
October 9, 2025
in ଜାତୀୟ
0
ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟିତ
0
SHARES
1
VIEWS
Share on FacebookShare on Twitter
Previous Post

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ‘ବଣିକ’ରେ କ୍ରାଇମବ୍ରାଞ୍ଚ ଚଢ଼ଉ

Next Post

କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ

editor jai odisha

editor jai odisha

Next Post
ଅପରାଧ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୧୩ ଗିରଫ

କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In