Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି

ନୂଆଦିଲ୍ଲୀ (ଏଜେନ୍ସି) : - ଲଶ୍କର-ଇ-ତଇବା (ଏଲଇଟି) ସଂଗଠନର ପ୍ରକ୍ସି ଆତଙ୍କୀ ସଂଗଠନ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ)ର ନାଁକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ୧୨୬୭ ସାଙ୍କସନ କମିଟି ରିପୋର୍ଟରେ ସ୍ଥାନିତ କରାଯାଇଛି। ପହଲଗାଁଓ ଆକ୍ରମଣ କରିଥିବା ଟିଆରଏଫକୁ ପାକିସ୍ତାନ ସୁରକ୍ଷା ଦେଉଥିବାବେଳେ ୟୁଏନଏସସି ସାଙ୍କସନ କମିଟି ରିପୋର୍ଟରେ ସ୍ଥାନ ପାଇଁ ଭାରତ ପାଇଁ ଏକ କୁଟନୈତିକ ବିଜୟ ବୋଲି କୁହାଯାଉଛି। ଗତ ଏପ୍ରିଲ ୨୨ରେ ପହଲଗାଓଁରେ ଘଟିଥିବା ଆକ୍ରମଣରେ, ଯେଉଁଥିରେ ୨୬ ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ, ସେହି ଘଟଣାରେ ଟିଆରଏଫର ସମ୍ପୃକ୍ତି ଥିବା ଜାତିସଂଘର ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ୟୁଏନଏସସି ସାଙ୍କସନ ରିପୋର୍ଟର ଏକ ପାରାରେ ଟିଆରଏଫ ଏବଂ ପହଲଗାଓଁ ଆତଙ୍କୀ ଆକ୍ରମଣ ବିଷୟରେ ଲେଖାଯାଇଛି। ଏହା ସହିତ ଟିଆରଏଫ ଏଲଇଟିର ଏକ ପ୍ରକ୍ସି ସଂଗଠନ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ଟିଆରଏଫ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଫଟୋକୁ ୨ ଥର ପ୍ରକାଶ କରିବା ସହିତ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଏଲଇଟିର ବିନା ସହାୟତାରେ ଏହି ଆକ୍ରମଣ ସମ୍ଭବ ହୋଇ ନ ଥାଆନ୍ତା ବୋଲି ରିପୋର୍ଟରେ ଦର୍ଶାଯାଇଛି।

editor jai odisha by editor jai odisha
July 30, 2025
in ଜାତୀୟ
0
ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି
0
SHARES
1
VIEWS
Share on FacebookShare on Twitter
Previous Post

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ

Next Post

ବ୍ରାହ୍ମଣୀ ବନ୍ୟାରେ ଭାସି ବୃଦ୍ଧ ମୃତ

editor jai odisha

editor jai odisha

Next Post
ବ୍ରାହ୍ମଣୀ ବନ୍ୟାରେ ଭାସି ବୃଦ୍ଧ ମୃତ

ବ୍ରାହ୍ମଣୀ ବନ୍ୟାରେ ଭାସି ବୃଦ୍ଧ ମୃତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In