Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଅପରାଧ

ପୂର୍ବତନ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କଣ୍ଟିଆପଶି ଗ୍ରାମବାସୀଙ୍କ ଦ୍ଵାରା ଥାନା ଘେରାଉ

ଅନୁଗୋଳ( ଜୟ ଓଡିଶା) : - ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ପରାଛଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆପଶୀ ଗ୍ରାମର ପୂର୍ବତନ ଗ୍ରାମ ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଶ୍ରୀ ସାହୁ ଘରକୁ ପ୍ରବେଶ କରୁଥିବା ବେଳେ ସେହି ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କ ଦୁଇ ପୁଅ ବିକି ସାହୁ ଏବଂ ରିକି ସାହୁ କିଛି ଭଡ଼ାଟିଆ ଗୁଣ୍ଡା ଙ୍କ ସହାୟତା ରେ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ସନ୍ତୋଷଙ୍କ ବାମ କାନ୍ଧରେ ଗଭୀର ଆଘାତ ଲାଗିଛି, ସେ ବର୍ତ୍ତମାନ ଖମାର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଏବଂ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ରିକି ଏବଂ ବିକି ଦୁଇଜଣ ଅନେକ ସମୟରେ ଗ୍ରାମବାସୀ ଙ୍କ ସହିତ ଝଗଡା, ମାଡପିଟ, ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୁଚନା ଥାଉକି ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ ଙ୍କ ଘର ଢେଙ୍କାନାଳ ଜିଲ୍ଲା ଗଡପଳାସୁଣି ( ବଡ଼ସାହି) ହୋଇଥିବା ବେଳେ ଦୀର୍ଘଦିନ ଧରି କନ୍ତିଆପଶୀ ତାଙ୍କ ମାମୁଁଙ୍କ ପାଖରେ ରହି ଆସୁଛନ୍ତି । ତେବେ ତାଙ୍କ ପରିବାରକୁ କାନ୍ତିଆପଶୀର ସ୍ଥାୟୀ ବାସିନ୍ଦା ପାଈଁ ପୂର୍ବତନ ସଭାପତିଙ୍କୁ ଜଣାଇଥିଲେ, ତେବେ ଏହି ଦୁଇ ଭାଇଙ୍କ ଆଚରଣକୁ ଦେଖି ଗ୍ରାମବାସୀ ସଦସ୍ୟତା ଦେବାକୁ ମନାକରିଥିଲେ । ଫଳରେ ଦୁଇ ଭାଈ ରିକି ସାହୁ ଓ ବିକି ସାହୁ କିଛି ଅସାମାଜିକ ଯୁବକଙ୍କ ସହାୟତାରେ ଶ୍ରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ୩୦ ତାରିଖ ସଂଧ୍ୟା ସମୟରେ ହୋଇଥିବା ଆକ୍ରମଣ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ୍ ଦୁଇ ଆସାମୀ ଙ୍କୁ ଗିରଫ କରିପାରିନଥିଲେ । ଫଳରେ କଣ୍ଟିଆପସି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଦୁଇ ଭାଇଙ୍କ ସମେତ ଅନ୍ୟ ସହଯୋଗୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କରିଥିଲେ । ଏନେଇ ଖମାର ଥାନା ଅଧିକାରୀ ଶ୍ରୀ ଅରୁଣ କୁମାର ପଣ୍ଡା କହିଛନ୍ତି କି ଲିଖିତ ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି, ସେ ସମ୍ପୂର୍ଣ ଘଟଣା ବିଷୟରେ ଅବଗତ ଅଛନ୍ତି, ଖୁବ୍ ଶିଘ୍ର ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

editor jai odisha by editor jai odisha
July 1, 2025
in ଅପରାଧ
0
ପୂର୍ବତନ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କଣ୍ଟିଆପଶି ଗ୍ରାମବାସୀଙ୍କ ଦ୍ଵାରା ଥାନା ଘେରାଉ
0
SHARES
13
VIEWS
Share on FacebookShare on Twitter
Previous Post

ପାରଳାଖେମୁଣ୍ଡିର ଗୁଣ୍ଡିଚାବାଡ଼ି ଠାରେ ହେରାପଞ୍ଚମୀ ମହା ସମାରୋହରେ ପାଳିତ

Next Post

ଆଉ କେତେ ଲୁଟିବ ଟାଟା ପାୱାର ?

editor jai odisha

editor jai odisha

Next Post
ଆଉ କେତେ ଲୁଟିବ ଟାଟା ପାୱାର ?

ଆଉ କେତେ ଲୁଟିବ ଟାଟା ପାୱାର ?

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In