Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପିନ୍ଧି କାର୍ଯ୍ୟରତ

ଗଜପତି( ଜୟ ଓଡିଶା) - ଗଜପତି ଜିଲ୍ଲା ର ସମସ୍ତ ବିଭାଗୀୟ ପ୍ରାଣୀ ଚିକିତ୍ସକ ଦୀର୍ଘ 40 ଦିନରୁ ଉର୍ଦ୍ଧ୍ବ ଧରି କଳା ବ୍ୟାଚ ପିନ୍ଧି କାର୍ଯ୍ୟରତ ଅଛନ୍ତି।ସରକାର ପ୍ରାଣୀ ସମ୍ପଦକୁ ଅଗ୍ରାଧିକାର ଦେଉଛନ୍ତି।କିନ୍ତୁ ଚିକିତ୍ସା ପାଇଁ ନା ଅଛି ଭିତ୍ତିଭୂମି ନା ଅଛି ଚିକିତ୍ସକ।ପ୍ରାୟ 50 ବର୍ଷ ହେବ ଚିକିତ୍ସା କ୍ଷେତ୍ରରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି।ତାର 10 ପ୍ରତିଶତ ବି ପ୍ରାଣୀଚିକିତ୍ସା କ୍ଷେତ୍ରରେ ଖର୍ଚ୍ଚ କରୁନାହାନ୍ତି ଚିକିତ୍ସା ପାଇଁ ଆବଶ୍ୟକତା ଅନୁସାରେ ପ୍ରାଣୀ ଚିକିତ୍ସକ ନାହାନ୍ତି।ପ୍ରାଣୀ ସମ୍ପଦ ନିରୀକ୍ଷକଙ୍କ ସହ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘୋର ଅଭାବ ରହିଛି।ପ୍ରାଣୀ ଚିକିତ୍ସକଙ୍କ ଦରମା ଅସଙ୍ଗତି ସାଙ୍ଗକୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ଡି ଏ ସି ପି ଏବଂ ଏନ୍ ପି ଏ ରେ ଆଖିଦୃଶିଆ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଉନାହିଁ।ଉପରୋକ୍ତ ବିଭିନ୍ନ ଦାବୀ ନେଇ ଗତ ଅଗଷ୍ଟ 25 ତାରିଖରୁ ଆଜି ଯାଏ ଦୀର୍ଘ 41 ଦିନ ଧରି ରାଜ୍ୟ ପ୍ରାଣୀ ଚିକିତ୍ସକ ସଙ୍ଘ କଳା ବ୍ୟାଜ ପିନ୍ଧି ଚିକିତ୍ସା ସେବାରେ ଯୋଗାଇବା ସହିତ ସରକାରୀ ସ୍ତରରେ ବିଭାଗୀୟ ଉପରସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି। ତଥାପି ସରକାରଙ୍କ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଧାନ ଚାଷ ପରେ ସର୍ବାଧିକ ଗୁରୁତ୍ୱ ପ୍ରାଣୀ ପାଳନ ଉପରେ ଦିଆଯାଉଛି।ଗ୍ରାମାଞ୍ଚଳରେ ଅନେକ ଗରିବ ଶ୍ରେଣୀର ଲୋକ ଗାଈ ଗୋରୁ ଛେଳି ମେଣ୍ଢା ସହିତ କୁକୁଡ଼ା ପାଳନ କରି ନିଜ ଜିବିକାର୍ଯନ। କରୁଥିବା ବେଳେ ଏବେ ଅନେକ ଫାର୍ମ କରି ଗୁଜୁରାଣ ମେଣ୍ଟାଉଛନ୍ତି।ହେଲେ ସୀମିତ ପ୍ରାଣୀ ଚିକିତ୍ସାଳୟ ଥିବା ବେଳେ କାର୍ଯ୍ୟ ରତ ପ୍ରାଣୀ ଚିକିତ୍ସକଙ୍କ ଅଭାବ ଯୋଗୁଁ ସଠିକ ଭାବେ ଚିକିତ୍ସା ସେବା ମିଳୁନାହିଁ।ପୁରୁଣା ପଦ୍ଧତିରେ ଚାଲିଛି ଚିକିତ୍ସା।ଆଧୁନିକ ଚିକିତ୍ସା ପଦ୍ଧତି ଅବା ଅତ୍ୟାଧୁନିକ ମେସିନ ଏ ପର୍ଯ୍ୟନ୍ତ ପ୍ରାଣୀ ସେବାରେ ସାମିଲ କରାଯାଇନାହିଁ।ଏହା ଛଡ଼ା ପ୍ରାଣୀ ଚିକିତ୍ସକଙ୍କ ସଂଖ୍ୟା କମ ଥିବାବେଳେ ଦୀର୍ଘ 22-23 ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାର ରେ କାର୍ଯ୍ୟ କରିବାକୁ ପଡୁଛି।ପାଖାପାଖି 40% ଅଧିନସ୍ଥ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡ଼ିଛି।ଯାହାକି ପ୍ରାଣୀ ଚିକିତ୍ସକଙ୍କୁ ଅଧିକ ଚାପଗ୍ରସ୍ତ କରିଛି।ଦୀର୍ଘ ତିନି ବର୍ଷରୁ ଔଷଧର ଅଭାବୀ ଯୋଗାଣ ଯୋଗୁଁ ପ୍ରାଣୀ ଚିକିତ୍ସ।ସେବା ବହୁତ ମାତ୍ରାରେ ବାଧାପ୍ରାପ୍ତ ହେଉଛି।ଏତଦବ୍ୟତୀତ କୌଣସି ଯଥାର୍ଥ ସମୟ ନିଘଣ୍ଟ ସୀମା କିମ୍ବା ଡିୟୁଟି ତାଲିକା ନ ଥିବା ଯୋଗୁଁ ପ୍ରାଣୀ ଚିକିତ୍ସକଙ୍କୁ 24/ 7 ଘଣ୍ଟା କାମ କରିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ପ୍ରାଣୀ ପାଳନ ବିଭାଗର ସମ୍ପୁର୍ଣ୍ଣ ରୂପାନ୍ତରଣ ସହ ଆବଶ୍ୟକ କ୍ୟାଡର ପୁନଃଗଠନ ପାଇଁ ସଙ୍ଘ ଦାବୀ କରିଛି।ଉପରୋକ୍ତ ସମସ୍ୟା ଗୁଡିକ ଉପରେ ଦୃଷ୍ଟି ଗୋଚର କରି ସରକାର ଯଥାଶୀଘ୍ର ଆଲୋଚନା ପୂର୍ବକ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେଲେ ବୋଲି ସଙ୍ଘ ଆଶା କରୁଛି । ଗଜପତିରୁ ବିବେକାନନ୍ଦ ବେହେରା ।

editor jai odisha by editor jai odisha
October 5, 2025
in ରାଜ୍ୟ
0
ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପିନ୍ଧି କାର୍ଯ୍ୟରତ
0
SHARES
1
VIEWS
Share on FacebookShare on Twitter
Previous Post

ବିଜେଡି ଛାଡିଲେ ଅନ୍ତର୍ଯ୍ୟାମୀ ଗମାଙ୍ଗ

Next Post

ଭୁସ୍କଳନର ଘଟଣା ସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ

editor jai odisha

editor jai odisha

Next Post
ଭୁସ୍କଳନର ଘଟଣା ସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ

ଭୁସ୍କଳନର ଘଟଣା ସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In