Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ବମ୍ବେ ଉଚ୍ଚ ଅଦାଲତକୁ ବୋମା ଧମକ

ମୁମ୍ବାଇ( ଏଜେନ୍ସି) ) : ବମ୍ବେ ଉଚ୍ଚ ଅଦାଲତକୁ ବୋମା ଧମକ ଦିଅଯାଇଛି । ଫଳସ୍ଵରୂପ ନ୍ୟାୟଳୟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ମୁମ୍ବଇର ବାନ୍ଦ୍ରା ଏବଂ ଏସ୍ପ୍ଲାନେଡ୍ ଅଦାଲତ ସମେତ ଅନ୍ୟ ଅଦାଲତକୁ ଖାଲି କରିଦିଆଯାଇଛି । ସୂଚନା ଅନୁସାରେ ଦକ୍ଷିଣ ମୁମ୍ବଇର ଫୋର୍ଟ ଅଞ୍ଚଳରେ ଅବସ୍ଥିତ ବମ୍ବେ ଉଚ୍ଚ ଅଦାଲତକୁ ଇ-ମେଲ୍ ଯୋଗେ ବୋମା ଧମକ ଦିଆ ଯାଇଛି । ଯାହା ପରେ ଅଦାଲତ ପରିସରରେ ଆତଙ୍କ ଖେଳି ଯାଇଥିଲା । ଅଦାଲତ ପରିସର କିଛି ସମୟ ପରେ ଖାଲି ହୋଇ ଯାଇଥିଲା । ଖବର ପାଇଁ ଅଦାଲତ ପରିସରରେ ମୁମ୍ବଇ ପୁଲିସ ବୋମା ଚିହ୍ନଟ ଦଳ ମୃତୟନ କରିଥିଲା । କିନ୍ତୁ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିପାରି ନାହିଁ । ଧମକପୂର୍ଣ୍ଣ ଇମେଲର ଉତ୍ସ ଖୋଜିବା ପାଇଁ, ମୁମ୍ବଇ ପୋଲିସ ପ୍ରେରକଙ୍କୁ ଚିହ୍ନଟ କରିବା ଏବଂ ଏହାର ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

editor jai odisha by editor jai odisha
December 18, 2025
in ଜାତୀୟ
0
0
SHARES
1
VIEWS
Share on FacebookShare on Twitter
Previous Post

ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନା ଆଇଆଇସି

Next Post

ନକଲି ହାତୀଦାନ୍ତ ତିଆରି ମାମଲାରେ ୫ ଗିରଫ

editor jai odisha

editor jai odisha

Next Post
ନକଲି ହାତୀଦାନ୍ତ ତିଆରି ମାମଲାରେ  ୫ ଗିରଫ

ନକଲି ହାତୀଦାନ୍ତ ତିଆରି ମାମଲାରେ ୫ ଗିରଫ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In