Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ବିମାନ ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି ସଙ୍ଗୀତ ନିର୍ଦେଶକ ମହେଶ ଜିରାଓ୍ବାଲା

ଅହମ୍ମଦାବାଦ( ଏଜେନ୍ସି) : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରଠାରୁ ସଂଗୀତ ନିର୍ଦେଶକ ମହେଶ କାଲାଓ୍ବାଡିଆ ଓରଫ ମହେଶ ଜିରାଓ୍ବାଲା ନିଖୋଜ ଅଛନ୍ତି। ମହେଶ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକ୍କିତ କରିଛି। କାରଣ ମହେଶ ବିମାନରେ ଯାତ୍ରା କରୁ ନ ଥିଲେ କିମ୍ବା ମେଡିକାଲ ହଷ୍ଟେଲରେ ନ ଥିଲେ। କିନ୍ତୁ ଦୁର୍ଘଟଣା ସମୟରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଅଞ୍ଚଳରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ମହେଶ ୧୨ ତାରିଖ ଅପରାହ୍ନରେ ଲ’ ଗାର୍ଡେନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଅନ୍ୟପଟେ ପୁଲିସ ମହେଶଙ୍କ ଶେଷ ଲୋକେସନ ଟ୍ରାକ କରିଛି, ଯାହା ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଦେଖାଉଛି। ବିମାନ ଉଡ଼ାଣ ଆରମ୍ଭ କରିବାର ଗୋଟିଏ ମିନିଟ ପୂର୍ବରୁ ମହେଶ ଦୁର୍ଘଟଣାସ୍ଥଳଠାରୁ ୭୦୦ ମିଟର ଦୂରରେ ଥିଲେ। ତା’ ପରଠାରୁ ତାଙ୍କ ଲୋକେସନ ବନ୍ଦ ରହିଛି। ତେଣୁ ମହେଶଙ୍କୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ଯାତ୍ରୀ ଏବଂ ମେଡିକାଲ କଲେଜ ହଷ୍ଟେଲରେ ରହୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି।

editor jai odisha by editor jai odisha
June 16, 2025
in ଜାତୀୟ
0
ବିମାନ ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି ସଙ୍ଗୀତ ନିର୍ଦେଶକ ମହେଶ ଜିରାଓ୍ବାଲା
0
SHARES
1
VIEWS
Share on FacebookShare on Twitter
Previous Post

ଏସସିବିରେ ଜଣେ ହଇଜା ରୋଗୀଙ୍କ ମୃତ୍ୟୁ

Next Post

ଜୁନ୍ ୨୦ରେ ବିମାନ ବନ୍ଦରରୁ ଜନତା ମୈଦାନ ରୋଡ୍ ସୋ

editor jai odisha

editor jai odisha

Next Post
ଜୁନ୍ ୨୦ରେ ବିମାନ ବନ୍ଦରରୁ ଜନତା ମୈଦାନ ରୋଡ୍ ସୋ

ଜୁନ୍ ୨୦ରେ ବିମାନ ବନ୍ଦରରୁ ଜନତା ମୈଦାନ ରୋଡ୍ ସୋ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In