Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home Uncategorized

ଶ୍ରୀହରି ଗ୍ରାନାଇଟ ମ୍ୟାନେଜର ଧର୍ମେନ୍ଦ୍ର କୁମାର ଅପହରଣ ମାମଲାରେ ୭ ଗିରଫ

ଗଜପତି(ଜୟ ଓଡିଶା) : ପାରଳାଖେମୁଣ୍ଡି ଥାନା ଢାମୁଣି ଗାଁର ଶ୍ରୀହରି ଗ୍ରାନାଇଟ ମ୍ୟାନେଜର ଧର୍ମେନ୍ଦ୍ର କୁମାରକୁ ଅପହରଣ କରିନେଇଥିଲେ ଅଭିଯୁକ୍ତମାନେ। ସମସ୍ତ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ବିଜୟନଗରମ ସହରର ହୋଇଥିବା ବେଳେ, ବ୍ୟବସାୟ ଶତୃତାକୁ ନେଇ ଅପହରଣ କରିଥିବା ଜଣାପଡିଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ଗଜପତି ଏସ୍ପି କହିଛନ୍ତି ଯେ, ବିଜୟନଗରମର ଗୋପାଳ ସିଂ ନାମକ ଜଣେ ବ୍ୟବସାୟୀଙ୍କୁ ବ୍ୟବସାୟ କାରବାର ନେଇ ଏକ ଲକ୍ଷ ଟଙ୍କା ଦେବାକୁ ଥିଲେ ଧର୍ମେନ୍ଦ୍ର କୁମାର। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ ଗତକାଲି ଅର୍ଥାତ ୧୩ ତାରିଖ ଅପରାହ୍ନ ୩ଟା ସମୟରେ ଦୁଇଟି କାର ରେ ୭ ଜଣ ସହଯୋଗୀଙ୍କୁ ନେଇ ଗ୍ରାନାଇଟ ଫ୍ୟାକ୍ଟ୍ରି ମଧ୍ୟରେ ପ୍ରବେଶ କରି ବଳପୂର୍ବକ ଧର୍ମେନ୍ଦ୍ରଙ୍କୁ ଉଠାଇ ନେଇଥିଲେ। ଏବଂ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ନିକଟସ୍ଥ ଜୟଶ୍ରୀ ଗ୍ରାନାଇଟ ଫ୍ୟାକ୍ଟ୍ରିର ମ୍ୟାନେଜର ତାରା ସିଂ ଯାଦବ ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଆଧାର କରି ପାରଳାଖେମୁଣ୍ଡି ଏସଡିପିଓ ମାଧବ ନାୟକଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଜୟନଗରମ ଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅପହରଣରେ ବ୍ୟବହାର କରାଯାଇଥିବା ଦୁଇଟି କାର ସହ ଅଭିଯୁକ୍ତଙ୍କ ଠାରୁ ଚାରୋଟି ମୋବାଇଲ ନଗଦ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଗଜପତିରୁ ବିବେକ। ନନ୍ଦ ବେହେର। .

editor jai odisha by editor jai odisha
August 16, 2025
in Uncategorized, ଅପରାଧ
0
ଶ୍ରୀହରି ଗ୍ରାନାଇଟ ମ୍ୟାନେଜର ଧର୍ମେନ୍ଦ୍ର କୁମାର ଅପହରଣ ମାମଲାରେ ୭ ଗିରଫ
0
SHARES
6
VIEWS
Share on FacebookShare on Twitter
Previous Post

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ

Next Post

ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ

editor jai odisha

editor jai odisha

Next Post
ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In