Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

୨୨ ଏପ୍ରିଲର ଜବାବ ୨୨ ମିନିଟ୍‌ରେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜସ୍ଥାନ( ଏଜେନ୍ସି) : ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୬ ହଜାର କୋଟିର ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ସାରା ଦେଶରେ ୧୩ ଶହ ଷ୍ଟେସନର ଆଧୁନିକୀକରଣ ହୋଇଛି। ବିଶେଷ କରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି। ରାଜସ୍ଥାନ ସୀମାନ୍ତରେ ୧୧ ବର୍ଷରେ ୧୭ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ସେପଟେ ପହଲଗାମ୍ ଆତଙ୍କୀ ହମ୍‌ଲାକୁ ନେଇ ବିକାନେରରେ ପାକିସ୍ତାନକୁ ନିଶାନା କରିଛନ୍ତି ପିଏମ୍ ମୋଦୀ। ସେ କହିଛନ୍ତି ଏପ୍ରିଲ୍ ୨୨ର ଜବାବ ମାତ୍ର ୨୨ ମିନଟରେ ଦେଇଛୁ। ସିନ୍ଦୂର ଯେତେବେଳେ ବାରୁଦ ହୁଏ , ତାହାର ପରିଣାମ କଣ ହୁଏ ତାହା ସାରା ବିଶ୍ଵ ଦେଖିଲା। ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା। ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ସେମାନଙ୍କୁ ମାଟିରେ ପୋତିଲୁ। ଯେଉଁମାନେ ଭାବୁଥିଲେ ଭାରତ ଚୁପ୍ ରହିବ, ସେମାନେ ନିଜ ଘରେ ଲୁଚି ରହିଛନ୍ତି। ୩ ସେନାର ଚକ୍ରବ୍ୟୁହରେ ଫସିଲେ , ବାହାରି ପାରିଲେନି। ଯେଉଁ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ , ଆଜି ଏହାର ଭଗ୍ନାବଶେଷରେ ପୋତି ହୋଇଛନ୍ତି। ଏହା ଏକ ଶକ୍ତିଶାଳୀ ଭାରତର ରୌଦ୍ର ରୂପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି। ପ୍ରଥମେ ଆମେ ସେମାନଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିଲୁ। ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ। ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ବଂସ କରିବାର ନୀତି ଓ ରଣନୀତି। ମୋ ରକ୍ତ ଗରମ ନୁହେଁ , ଧମନୀରେ ଗରମ ସିନ୍ଦୂର ପ୍ରବାହିତ ହେଉଛି। ଅପରେସନ୍ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି। ପ୍ରଥମତଃ ଆତଙ୍କୀ ହମଲା ହେଲେ କଡା ଜବାବ ଦିଆଯିବ। ଆମର ସେନା ସମୟ , ପଦ୍ଧତି ଓ ପରିସ୍ଥିତି ସ୍ଥିର କରିବେ। ଦ୍ଵିତୀୟତଃ ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ। ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥନଙ୍କୁ ଅଲଗା ଦେଖୁବୁ ନାହିଁ। ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡିବ। ଯଦି ପାକିସ୍ତାନ ସହ କଥା ହେବୁ ତାହେଲେ ପିଓକେକୁ ନେଇ କଥା ହେବୁ। ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡିବ। ପାକିସ୍ତାନକୁ ପାଣି ଦିଆଯାଇପାରିବନାହିଁ। ଏହା ଭାରତର ପ୍ରତିଜ୍ଞା, ବିଶ୍ଵ କୌଣସି ଶକ୍ତି ବଦଳାଇ ପାରିବନାହିଁ।

editor jai odisha by editor jai odisha
May 22, 2025
in ଜାତୀୟ
0
୨୨ ଏପ୍ରିଲର ଜବାବ ୨୨ ମିନିଟ୍‌ରେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
0
SHARES
1
VIEWS
Share on FacebookShare on Twitter
Previous Post

ନିୟମଗିରି ପାହାଡ଼ରେ ହାତୀପଲ; ଲୋକେ ଭୟଭୀତ

Next Post

ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

editor jai odisha

editor jai odisha

Next Post
ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In