Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

୬୯ତମ ଦଶହରା ମହୋତ୍ସବ ଉଦଯାପିତ

ପାଲଲହଡ଼ା( ଜୟ ଓଡିଶା): ବର୍ଷେ , ଦୁଇ ବର୍ଷ କି ପାଞ୍ଚବର୍ଷର ପରମ୍ପରା ନୁହେଁ | ଦୀର୍ଘ ୬ ଦଶଦ୍ଧି ଧରି ପାଳିତ ହୋଇଆସୁଥିବା ପ୍ରଥା ଓ ପରମ୍ପରାର ଉତ୍ସବ ହେଉଛି ଦଶହରା ମହୋତ୍ସବ | ଅନୁଗୋଳ ଜିଲ୍ଲା ପାଲ ଲହଡ଼ା ବ୍ଳକ ଖମାର.ପଞ୍ଚାୟତ ଅନ୍ତର୍ଗତ ଐତିହ୍ୟ ସମନ୍ନ ଗାଁ ଓଡ଼ଶ ରେ ଦୀର୍ଘ ୬୯ ବର୍ଷହେବ ନିରବଛିନ୍ନ ଭାବେ ପାଳିତ ହୋଇ ଆସୁଛି ଦଶହରା ମହୋତ୍ସବ ଓ ଦଶମ ଶାରଦୀୟ ଦୁର୍ଗା ପୂଜା | ୧୯୫୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ୬୯ ବର୍ଷରେ ପହଞ୍ଚି ପାରିଛି , ଶାରଦୀୟ ଦୁର୍ଗା ପୂଜା ର ଦଶମ ସଂଧ୍ୟା ରେ ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ , ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି , ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି , ପାଲଲହଡ଼ା ଉପ ଜିଲ୍ଲାପାଳ ରବିନ୍ଦ୍ରକୁମାର ପଟେଲ , ଖମାର ସରପଞ୍ଚ ଚକାଡୋଳା ନାଏକ ପ୍ରମୁଖ ଯୋଗ ଦେଇଥିଲେ | ନବମୀ ସଂଧ୍ୟା ରେ ତାଳଚେରବିଜେଡି ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ପାଳଲହଡ଼ା ର ପୂର୍ବତନ ବିଧାୟକ ମୁକେଶ ପାଳ , କଣିହା ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ , ପାଳଲହଡା ବ୍ଲକ୍ ଅଧ୍ଯକ୍ଷା ରିନାରାଣୀନାଏକ ପ୍ରମୁଖ ଯୋଗ ଦେଇଥିଲେ | ଏହି ଦଶହରା ମହୋତ୍ସବରେ ବିଭିନ୍ନ ପ୍ରକାରର ଖେଳ , ପାରମ୍ପରିକ ନୃତ୍ୟଗୀତ ର ତାଳେ ତାଳେ ଝୁମିଥିଲେ ହଜାର ହଜାର ଦର୍ଶକ | ପାରମ୍ପାରିକ ଖେଳ ମଧ୍ୟରେ ପୋଖରିପହଁରା , ତାସଖେଳ , ଲମ୍ବଡିଆଁ , ଉଚ଼ଡ଼ିଆଁ , କବାଡି, ପୁଚିଖେଳ , ସ୍ଲୋ ସାଇକେଲରେସ୍ , ଦ୍ରୁତ ସାଇକେଲରେସ , ପଛପୁଞ୍ଚା ଦୌଡ଼ , ତିନିଗୋଡିଆ ଦୌଡ଼ , ବସ୍ତା ଦୌଡ଼ , ଶ୍ରୀମତୀ କମ୍ ନୁହଁନ୍ତି,ମ୍ୟୁଜିକ୍ ଚେୟାର , ଭଳି ବିଭିନ୍ନ ପ୍ରକାର ସାମିଲ କରାଯାଇ ଥିଲା | କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସମାଜସେବୀ, ଯୁବଉଦ୍ୟୋଗି , ସାମ୍ବାଦିକ , ଆଇନଜିବି , ଶିକ୍ଷାବିତ,କ୍ରିଡ଼ା ବିତ ଏବଂ ସଂସ୍କୃତି ରକ୍ଷକ ମାନଙ୍କୁ ପୁଷ୍ପଗୁଛ , ଉତ୍ତରିୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା | ଷଷ୍ଠି ତିଥି ଠାରୁ ଆରମ୍ଭ କରି ଦଶମି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା , ଦୃଷ୍ଟି ବାଧିତ ଭଜନ ସଂଧ୍ୟା, ମେଲୋଡି , ଆଞ୍ଚଳିକ ନୃତ୍ୟ ପ୍ରତିଯୋଗିତା ଓ ଅପେରା ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା | ଓଡଶ ଗ୍ରାମ ସଭାପତି ଦୁଃଖବଂଧୁ ପ୍ରଧାନଙ୍କ ତତ୍ବାବଧାନରେ ସଂପାଦକ ନିତ୍ୟାନନ ପ୍ରଧାନ ବିବରଣୀ ପାଠ ଜରିଆରେ ଦୀର୍ଘ ୬୯ ବର୍ଷର ସଂଘର୍ଷ କଥା ଉପସ୍ଥିତ ଦର୍ଶକ ମାନଙ୍କୁ ସ୍ତବ୍ଧ କରିଦେଇଥିଲା | ବରିଷ୍ଠ ଶିକ୍ଷକ ମଦନ ମୋହନ ପ୍ରଧାନ ଓ ଦୁଷ୍ମନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଓଡଶ ତରୁଣ ସଂଘର ପ୍ରାୟ ୧୦୦ ରୁ ଉର୍ଦ୍ଦ ସ୍ଵେଛାସେବି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଆସନ୍ତା ବର୍ଷ " ସୃତି ତୁମେ ୭୦" ଭଳି ଏକ ଅନନ୍ୟ ଆୟୋଜନ ପାଇଁ ଓଡ଼ଶ ଗ୍ରାମ୍ୟ କମିଟି , ଓଡଶ ତରୁଣ କ୍ରିଡ଼ା ପରିଷଦ ଓ ଓଡ଼ଶ ତରୁଣ ସଂଘ ମିଳିତ ଭାବେ ସମ୍ପାଦନ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ଓଡ଼ଶ ଗ୍ରାମବାସୀ |

editor jai odisha by editor jai odisha
October 7, 2025
in ଆଞ୍ଚଳିକ
0
୬୯ତମ ଦଶହରା ମହୋତ୍ସବ ଉଦଯାପିତ
0
SHARES
23
VIEWS
Share on FacebookShare on Twitter
Previous Post

ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ପାଳିତ

Next Post

ଶଂଖମୂର ସୋସାଇଟିରେ ବ୍ୟାପକ ଦୁର୍ନିତୀ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

editor jai odisha

editor jai odisha

Next Post
ଶଂଖମୂର ସୋସାଇଟିରେ ବ୍ୟାପକ ଦୁର୍ନିତୀ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

ଶଂଖମୂର ସୋସାଇଟିରେ ବ୍ୟାପକ ଦୁର୍ନିତୀ ନେଇ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In