ଲଗାତାର ତିନି ଦିନ ଦାମ ଖସିବା ପରେ ଦାମ ସୁନା ଦାମ ଆଜି ବୃଦ୍ଧି ହୋଇଛି । ଦେଶରେ ବଡ ସହରରେ ୨୪ କ୍ୟାରେଟ ସୁନା ଦର ୮୯,୪୦୦ ଟଙ୍କା ଉପରେ ଓ ୨୨ କ୍ୟାରେଟ ଗୋଲ୍ଡ ରେଟ ୮୧,୮୫୦ ଉପରେ କାରବାର କରୁଛି । ଏକ କିଲୋଗ୍ରାମ ରୂପା ଦର ୧,୦୨,୧୦୦ ଟଙ୍କା ଉପରେ ରହିଛି । ଦିଲ୍ଲୀରେ ୨୭ ମାର୍ଚ୍ଚରେ ୨୨ କ୍ୟାରେଟ ସୁନା ଦର ୮୨,୧୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ୮୯,୫୬୦ ରହିଛି ।ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ରେଟ ୮୮,୭୫୭ ଟଙ୍କାରେ କାରବାର କରୁଛି । ୨୨ କ୍ୟାରେଟ ସୁନା କିଣିବାକୁ ଆପଣଙ୍କୁ ୮୧,୩୦୨ ଟଙ୍କା ଦେବାକୁ ପଡିବ ।

