Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲା ପରିବାର

କଲମପୁର( ଜୟ ଓଡିଶା) : ମୁଖିଗୁଡା: ଗତ ଚାରିଦିନ ଧରି ଲାଗି ରହିଛି ବର୍ଷା। ଏହି ଲଗାଣ ବର୍ଷା ଯୋଗୁଁଁ ଗୁରୁବାର ସକାଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଜୟପାଟଣା ବ୍ଲକ ଆଟିଗାଁଠାରେ ଘଟିଛି ଏକ ଅଘଟଣ। ଏକ ବିରାଟକାୟ ଗଛ ଉପୁଡି ପଡ଼ି ଜନୈକ ବ୍ୟକ୍ତିଙ୍କ ଘର ଉପରେ ପଡ଼ିଯିବା ଯୋଗୁଁଁ ଘର ଭାଙ୍ଗି ଯାଇଛି। କିନ୍ତୁ ସୌଭାଗ୍ୟବସତଃ ଘର ଭିତରେ ଥିବା ପରିବାର ଲୋକ ଅଳ୍ପକେ ଏକ ବଡ ବିପଦରୁ ବର୍ତି ଯାଇଛନ୍ତି। ସୂଚନା ଅନୁସାରେ, ସକାଳେ ହଠାତ୍‌‌ ଆଟିଗାଁର ତରୁଲତା ମାଝୀ ନାମକ ଜନୈକ ମହିଳାଙ୍କ ଘର ସମ୍ମୁଖରେ ଥିବା ଏକ ବିରାଟକାୟ ଗଛ ଉପୁଡି ପଡ଼ିଥିଲା। ଗଛଟି ତରୁଲତାଙ୍କ ଘର ଉପରେ ପଡ଼ିଯିବାରୁ ଘର ଭାଙ୍ଗିବାସହ ଘରର ଆସବାବପତ୍ର ନଷ୍ଟ ହୋଇଛି। ଏପରିକି ଘରେ ସାଇତି ରଖିଥିବା ଧାନ, ଚାଉଳ, ସମେତ ଅନ୍ୟ ଘରର ଅତି ଆବଶ୍ୟକ ଆସବାବପତ୍ର ନଷ୍ଟ ହୋଇଛି। ଏନେଇ ଜୟପାଟଣା ଅଗ୍ନିଶମ ବିଭାଗକୁ ସୂଚନା ଦେବାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ପଡ଼ିଥିବା ଗଛ କାଟି ସଫା କରିଥିଲେ। ବର୍ତମାନ ବର୍ଷା ଋତୁ। ଏଭଳି ସ୍ଥିତିରେ ଗଛ ପଡ଼ି ଘର ଭାଙ୍ଗିଯିବାରୁ ଘର ମରାମତି ଅଥବା ନୂତନ ଘର ନିର୍ମାଣ କରିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ପରିବାର ଲୋକ ଆଶ୍ରୟ ନେବେ କେଉଁଠି ସେନେଇ ଚିନ୍ତିତ ହେଇ ପଡ଼ିଛନ୍ତି।ଅନ୍ୟପଟେ ସରକାରଙ୍କ ପକ୍ଷରୁ ତୁରନ୍ତ ଏଭଳି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏନେଇ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରା ଯାଇଥିଲା କିନ୍ତୁ ସେ ଫୋନ ଉଠାଇ ନ ଥିବାରୁ କୌଣସି ମତାମତ ନିଆଯାଇ ପାରିନାହିଁ।

editor jai odisha by editor jai odisha
June 26, 2025
in ଆଞ୍ଚଳିକ
0
ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲା ପରିବାର
0
SHARES
1
VIEWS
Share on FacebookShare on Twitter
Previous Post

ହଟୁନି ଭୂତ ଭୟ, ଗାଁକୁ ଫେରୁନାହାନ୍ତି ଲୋକେ

Next Post

ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ, ସମୟ ପୂର୍ବରୁ ହେଲା ଡକିଂ

editor jai odisha

editor jai odisha

Next Post
ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ, ସମୟ ପୂର୍ବରୁ ହେଲା ଡକିଂ

ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ, ସମୟ ପୂର୍ବରୁ ହେଲା ଡକିଂ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In