Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଆଜି ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି। ମିଳିତ ମାଲିକାନାସାମ୍ନାକୁ ଆସିବାରୁ ଭିଜିଲାନ୍ସ ବିଭାଗ ଆଜି ଅଶୋକଙ୍କ ଘରେ ପହଞ୍ଚିଥିଲା। ଭିଜିଲାନ୍ସ କୁ ଦେଖି ଅଶୋକ ଘର ବାହାରୁ ତାଲା ପକାଇ ଭିତରେ ରହି ଯାଇଥିଲେ। ମୋବାଇଲ ସ୍ଵିଚ୍ ଅଫ୍ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା। ଆଉ ଯେତେବେ​‌ଳେ ଭିଜିଲାନ୍ସ ଅଧିକାରୀ ମାନେ ଘର ସିଲ୍ କରିବାକୁ ବାହାରିଥିଲେ , ସେତେବେଳେ ସେ ଚିନ୍ତାରେ ପଡିଥିଲେ। କୌଣସି ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଅଶୋକ ପଣ୍ଡା। ଭିଜିଲାନ୍ସ ଡରରେ ସେ ଏକ ବ୍ୟାଗ୍ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା। ତେବେ ଏକ ବ୍ୟାଗ୍‌ ରୁ ୧ ଲକ୍ଷ ଟଙ୍କା , ସୁନା , ରୂପା ଆଇଫୋନ୍ ଆଦି ଜବତ କରାଯାଇଛି। ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍ କରାଯାଇଛି। ତେବେ ଅଶୋକଙ୍କର ଭୁବନେଶ୍ଵରସ୍ଥିତ ଉତ୍କଳ ଗାଲେରିଆରେ ଦୁଇଟି ଦୋକାନ୍ ଥିବାବେଳେ ସିମ୍ପୋନୀ ମଲ୍‌ ରେ ଗୋଟିଏ ଦୋକାନ ରହିଛି। କସମୋପଲିରେ ଅଶୋକଙ୍କର ଦୁଇଟି ଫ୍ଲାଟ୍ ରହିଥିବା ଜଣାପଡିଛି। ଗତକାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ରେଡ୍ ହୋଇଥିଲା।

editor jai odisha by editor jai odisha
July 30, 2025
in ରାଜ୍ୟ
0
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
0
SHARES
1
VIEWS
Share on FacebookShare on Twitter
Previous Post

ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Next Post

ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି

editor jai odisha

editor jai odisha

Next Post
ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି

ପହଲଗାଓଁ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏନଏସସି ସାଙ୍କସନ କମିଟି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In