Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ୱାକଫ୍ ବିଲ୍ କୁ ବିଜେଡିର ବିରୋଧ

editor jai odisha by editor jai odisha
April 3, 2025
in ଜାତୀୟ, ରାଜନୀତି, ରାଜ୍ୟ
0
ୱାକଫ୍ ବିଲ୍ କୁ ବିଜେଡିର ବିରୋଧ
0
SHARES
0
VIEWS
Share on FacebookShare on Twitter

ଲୋକସଭା ପରେ ଆଜି ରାଜ୍ୟସଭାରେ ୱାକଫ୍ ବିଲ୍ ଉପସ୍ଥାପିତ ହୋଇଛି। ତେବେ ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏହି ବିଲ୍‌କୁ ବିଜେଡି ତରଫରୁ ବିରୋଧ କରୁଛି। ପୂର୍ବରୁ ଯେଉଁମାନଙ୍କ ପାଖରେ ବହୁତ ଜମି ଥିଲା, ସେମାନେ ଏହାକୁ ଦାନସୂତ୍ରରେ ଦେଇଥିଲେ। ଏହି ଜମିରେ କିଛି ଭଲ କାମ କରାଯିବାର ଲକ୍ଷ୍ୟ ଥିଲା। ଅର୍ଥାତ, ଏହି ଜମି ଉପରେ କିଛି ବିକାଶମୂଳକ କାମ କରାଯିବ। କିଛି ହସ୍ପିଟାଲ, ମଦ୍ରାସା, ମସ୍‌ଜିଦ, କବ୍ରସ୍ଥାନ ସମସ୍ୟା ଥିଲେ କବ୍ରସ୍ଥାନ ନିର୍ମାଣ କରାଯିବାର ଥିଲା। ଏହି ବିଲ୍‌ରେ କ’ଣ ଲେଖାଯାଇଛି, ସେ ବିଷୟରେ କହିବାକୁ ଚାହୁଁନାହିଁ। କିନ୍ତୁ ପ୍ରତି ରାଜ୍ୟରେ ଥିବା ୱାକଫ୍ ବୋର୍ଡକୁ ସଂଖ୍ୟାଲଘୁ ମୁସଲମାନମାନେ ପରିଚାଳନା କରୁଛନ୍ତି। ସ୍ଥାନରେ ବିଭ୍ରାଟ ଦେଖାଯାଇଛି। କିଛି ସ୍ଥାନରେ ଜମି ହଡ଼ପ କରାଯାଉଛି। ଏହି ବିଭ୍ରାଟର ସମାଧାନ କରାଯିବାର ଆବଶ୍ୟକତା ଅଛି। ଏହି ବିଲ୍କୁ ନେଇ ପୂରା ଦେଶରେ ମୁସଲିମ୍‌ମାନେ ଚିନ୍ତାରେ ଅଛନ୍ତି। ଆମର ଆଭ୍ୟନ୍ତରୀଣ ମାମଲାରେ ସରକାର ହସ୍ତକ୍ଷେପ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ସେଥି ପାଇଁ ଅନେକ ସ୍ଥାନରେ ଧାରଣା ଦିଆଯାଉଛି ଓ ଆନ୍ଦୋଳନ କରାଯାଉଛି। ବର୍ଷ ୨୦୧୪ରେ ମୋଦୀ ଯେତେବେଳେ କ୍ଷମତାକୁ ଆସିଥିଲେ, ସବ୍‌କା ସାଥ, ସବ୍‌କା ବିଶ୍ବାସ ଓ ସବ୍‌କା ବିକାଶ କହିଥିଲେ। କିନ୍ତୁ ଏବେ ସେହି ନୀତି ପାଳନ କରାଯାଉ ନାହିଁ। ସରକାର ମୁସଲମାନଙ୍କ ପ୍ରତି ଭେଦଭାବ କରୁଛନ୍ତି। କୌଣସି ଧର୍ମ ଉପରେ ଅନ୍ୟ କେହି ହସ୍ତକ୍ଷେପ ନକରିବା ପାଇଁ ବାବା ସାହେବ ଆମ୍ବେଦକର କହିଥିଲେ। ରାଜ୍ୟସଭାରେ ଶ୍ରୀ ଖାନ ସବୁଧର୍ମକୁ ସମ୍ମାନ ଦିଆଯିବାର ଉଚିତ ବୋଲି କହିଛନ୍ତି। ପୂଜା କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ନଥିବାରୁ ରାସ୍ତାକଡ଼ରେ ପୂଜା କରାଯାଇଥାଏ। କିନ୍ତୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଯେ, ନମାଜ ପାଠ ବେଳେ ଗୋଇଠା ମରାଯାଇଛି।

 

Tags: bhubaneswarOdisha
Previous Post

ବିଧାନସଭାରେ ରାତିତମାମ ଚାଲିଲା ବିତର୍କ

Next Post

ଅବସର ନେବେ ମୋଦୀ, ଯୋଗୀ ହେବେ ପ୍ରଧାନମନ୍ତ୍ରୀ!

editor jai odisha

editor jai odisha

Next Post
ଅବସର ନେବେ ମୋଦୀ, ଯୋଗୀ ହେବେ ପ୍ରଧାନମନ୍ତ୍ରୀ!

ଅବସର ନେବେ ମୋଦୀ, ଯୋଗୀ ହେବେ ପ୍ରଧାନମନ୍ତ୍ରୀ!

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In