Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜନୀତି

ଶଙ୍ଖମୂର ପଞ୍ଚାୟତରେ ବିଜେପି କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ଖମାର( ଜୟ ଓଡିଶା) : ଅନୁଗୋଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ , ଖମାର ମଣ୍ଡଳ ଶଂଖମୂର ପକ୍ଷରୁ ପଞ୍ଚାୟତ ସ୍ତରିୟ କାଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଖମାର ମଣ୍ଡଳ ସଂଖମୂର ପଞ୍ଚାୟତ ସଭାପତି ପ୍ରଭାତ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ଖମାର ମଣ୍ଡଳ ସଭାପତି କାର୍ତ୍ତୀକ ପ୍ରଧାନ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଶଂଖମୁର ପଞ୍ଚାୟତର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ବିଜେପି କର୍ମୀ ଯୋଗ ଦେଇଥିଲେ | ଶଂଖମୁର ପଞ୍ଚାୟତର ଏହି ବୈଠକରେ ପଞ୍ଚାୟତ ରେ ଥିବା ବିଭିନ୍ନ ସମାସ୍ୟା ବିଷୟରେ ଆଲୋଚନା କରାଯାଇଥିଲା | ବିଭିନ୍ନ ଗ୍ରାମରେ ଥିବା ରାସ୍ତା, ପାନୀୟ ଜଳ ,ଆବାସ ଯୋଜନା, ଭତ୍ତା , ଇତ୍ୟାଦିରେ ଥିବା ସମାସ୍ୟାକୁ କିଭଳି ସମାଧାନ କରାଯିବ ସେଥି ଉପରେ ଆଲୋଚ଼ନା କରାଯାଇଥିଲା | ଶଙ୍ଖମୁର ପଞ୍ଚାୟତରେ ଥିବା ମୌଳିକ ସମାସ୍ୟାକୁ କିଭଳି ପ୍ରଶାସନ ସହିତ ମିଶି ସମାଧାନ କରାଯିବ ସେଥିପ୍ରତି ପ୍ରତେକ କାର୍ଯ୍ୟକର୍ତ୍ତା ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନ | ବୈଠକରେ ସୌମ୍ୟରଞ୍ଜନ ପ୍ରଧାନ , ଆଶିଶ କୁମାର ପ୍ରଧାନ , ବଳରାମ ସାହୁ , ଲିଟୁ ସାହୁ , କୃଷ୍ଣ ସାହୁ , ଜଗାବଳିଆ ଦେହୁରୀ , ପ୍ରମୁଖ ସହଯୋଗ କରିଥିଲେ ।

editor jai odisha by editor jai odisha
September 19, 2025
in ରାଜନୀତି
0
ଶଙ୍ଖମୂର ପଞ୍ଚାୟତରେ ବିଜେପି କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ
0
SHARES
155
VIEWS
Share on FacebookShare on Twitter
Previous Post

ନିଶା ବେପାରୀଙ୍କ ବିରୋଧରେ ଅପରେସନ୍ ପ୍ରହାର : ୧୨୧ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଜବତ, ଅଭିଯୁକ୍ତ ଗିରଫ

Next Post

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

editor jai odisha

editor jai odisha

Next Post
ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In