Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଡ୍ରୋନ୍ ଓ ବନ୍ୟପ୍ରାଣୀ ଅପରାଧ ପରିଚାଳନା କର୍ମଶାଳା ଅନୁଷ୍ଠିତ

ଗଜପତି( ଜୟ ଓଡିଶା) - ଗଜପତି ଜିଲ୍ଲାରେ ବନବିଭାଗ ପକ୍ଷରୁ ଡ୍ରୋନ୍ ଓ ବଣ୍ୟପ୍ରାଣୀ ଅପରାଧ ପରିଚାଳନା ସମ୍ପର୍କିତ ପୃଥକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡି ବନ ବିଭାଗ, ବନୀକରଣ ପ୍ରୟୋଗ ପାଇଁ ଡ୍ରୋନ୍ ପରିଚାଳନା ଉପରେ ଏକ ଡିଭିଜନାଲ ସ୍ତରୀୟ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଡିଏଫ୍‌ଓ କେ.ନାଗାରାଜୁ,ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ତିନି ଜଣ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ଏବଂ ଆର୍‌ସିସିଏଫ୍ ଯୋଗ ଦେଇଥିଲେ | ଉକ୍ତ ଡିଭିଜନର କର୍ମଚାରୀ ଭର୍ଚୁଆଲ ମାଧ୍ଯମରେ ଯୋଗ ଦେଇଥିଲେ ଡ୍ରୋନ୍ ବ୍ୟବହାର ପ୍ରଣାଳୀ, ପ୍ରଯୋଗ ନିୟମ ୨୦୨୧ ସହ ବନାଞ୍ଚଳରେ ବୃକ୍ଷ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ଭୂମିକା ଏବଂ ବ୍ୟବହାର ସମ୍ବନ୍ଧିତ ତତ୍ତ୍ବ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା | ସେଞ୍ଚୁରିଆନ୍ ବିଶ୍ଵବିଦ୍ୟାଳୟ ପରିସରରେ ବିଶେଷଜ୍ଞଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ନେଇଥିବା କର୍ମଚାରୀ ଡ୍ରୋନ୍‌ର ବ୍ୟବହାର କରି ଦେଖାଇଥିଲେ I ଉକ୍ତ ଜ୍ଞାନ କୌଶଳ କାର୍ଯ୍ୟ ସମ୍ପାଦନ ସମୟରେ ସହାୟକ ହେବ ବୋଲି ପ୍ରଶିକ୍ଷଣ ନେଇଥିବା କର୍ମଚାରୀ ମତ ପୋଷଣ କରିଥିଲେ I ସେହିପରି ବନ୍ୟପ୍ରାଣୀ ଅପରାଧ ପରିଚାଳନା ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା I ଉକ୍ତ କର୍ମଶାଳାରେ ଡିଏଫ୍‌ଓ କେ ନାଗାରାକୁ ଅଧ୍ୟକ୍ଷତା କରିଥିବା ବେଳେ ଏସିଏଫ୍ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ । କିପରି ବନ୍ୟପ୍ରାଣୀଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରାଯାଇପାରିବ ଏବଂ ଶିକାର କଲେ ଆଇନରେ କି ପ୍ରାବଧାନ ରହିଛି ତା ଉପରେ ବିସ୍ତ୍ରୁତ ସୂଚନା ଉପସ୍ଥିତ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭାରତରେ ବନ୍ୟପ୍ରାଣୀ ଅପରାଧ ଉପରେ ନଜର ରଖିବା ଏବଂ ମୁକାବିଲା ପାଇଁ ବନ ବିଭାଗ ଦ୍ବାରା ବ୍ୟବହୃତ ଏକ ସ୍ବତନ୍ତ୍ର ସଫ୍ଟୱେୟରରେ ପ୍ଲାଟଫର୍ମର ସମ୍ପୂର୍ଣ ବ୍ୟବହାର ଓ ପ୍ରଯୋଗବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।

editor jai odisha by editor jai odisha
September 27, 2025
in ରାଜ୍ୟ
0
ଡ୍ରୋନ୍ ଓ ବନ୍ୟପ୍ରାଣୀ ଅପରାଧ ପରିଚାଳନା କର୍ମଶାଳା ଅନୁଷ୍ଠିତ
0
SHARES
2
VIEWS
Share on FacebookShare on Twitter
Previous Post

ଅର୍ଥ ହେରଫେର ମାମଲାରେ ପୁନର୍ବାର ଦୋଷୀ ସାବ୍ୟସ୍ତ ହେଲେ ଶାଖା ପୋଷ୍ଟ ମାଷ୍ଟର

Next Post

ଶାରଦୀୟ ପବିତ୍ର ଦୁର୍ଗା ପୂଜା ଅବସରରେ ଝଲସି ଉଠୁଛି ଖଞ୍ଜାସାହି

editor jai odisha

editor jai odisha

Next Post
ଶାରଦୀୟ ପବିତ୍ର ଦୁର୍ଗା ପୂଜା ଅବସରରେ ଝଲସି ଉଠୁଛି ଖଞ୍ଜାସାହି

ଶାରଦୀୟ ପବିତ୍ର ଦୁର୍ଗା ପୂଜା ଅବସରରେ ଝଲସି ଉଠୁଛି ଖଞ୍ଜାସାହି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In