Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶତ ବାର୍ଷିକ ଉତ୍ସବ ପାଳିତ

ଗଜପତି( ଜୟ ଓଡିଶା) : - ପାରଳାଖେମୁଣ୍ଡି ଶାଖାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତବାର୍ଷିକ ଉଦ୍ ଘାଟନ ଓ ବିଜୟା ଦଶମୀ ଉତ୍ସବ ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ନଗର ର ଶତାଧିକ ସ୍ୱୟଂସେବକ ମାନେ ଯୋଗ ଦେଇଥିଲେ। ପ୍ରଥମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ବାହାରି ଘୋଶ ସହ ପଥ ସଞ୍ଚାଳନ ସହ ସହର ପରିକ୍ରମା କରାଯାଇଥିଲା । ନିଉଧ ଓ ଶାରୀରିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ପରବର୍ତି ସମୟରେ ମୁଖ୍ୟ ବକ୍ତାଙ୍କ ଦ୍ଵାରା ବୈଦିକ ତଥ୍ୟ ମାର୍ଗଦର୍ଶନ ପରେ କାର୍ଯ୍ୟକ୍ରମର ପରିଶେଷ ହେଇଥିଲା ଏହି କାର୍ଯ୍ୟକ୍ରମରେ (ଅତିଥି) ଭାବେ ମନମୋହନ ରାଜଗୁରୁ ଯୋଗ ଦେଇଥିଲେ ଓ (ନଗର ସଂଘ ଚାଳକ) ଦାମୋଦର ଜେନା (ବିଭାଗ ସଂଘ ଚାଳକ) ଭଗବାନ ତ୍ରିପାଠୀ ଏବଂ ଶତାଧିକ ସ୍ୱୟଂସେବକ ମାନେ ଯୋଗ ଦେଇଥିଲେ । ଗଜପତିରୁ ବିବେକ।ନନ୍ଦ ବେହେର। ।

editor jai odisha by editor jai odisha
September 30, 2025
in ରାଜ୍ୟ
0
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶତ ବାର୍ଷିକ ଉତ୍ସବ  ପାଳିତ
0
SHARES
1
VIEWS
Share on FacebookShare on Twitter
Previous Post

୨୭ତମ କଲଣ୍ଡା କପ ଉଦଯାପିତ

Next Post

ପୋଖରୀରେ ବୁଡି ଯୁବକ ମୃତ

editor jai odisha

editor jai odisha

Next Post
ନଦୀରେ ବୁଡ଼ି ୩ ମୃତ

ପୋଖରୀରେ ବୁଡି ଯୁବକ ମୃତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In