Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜନୀତି

୨୦ବର୍ଷ ପରେ ଏକାଠି ଲଢିବେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ

ମୁମ୍ବାଇ(ଏଜେନ୍ସି) : - ମୁମ୍ବଇ ନଗର ନିର୍ବାଚନ ପୂର୍ବରୁ ଏକାଠି ନିର୍ବାଚନ ଲଢିବାକୁ ମେଣ୍ଟ ଘୋଷଣା କଲେ ଦୁଇଭାଇ ରାଜ ଠାକରେ ଓ ଉଦ୍ଧବ ଠାକରେ । ଏହା ସହ ମୁମ୍ବଇର ମେୟର ପଦ ପାଇଁ ମରାଠୀ ସମ୍ପ୍ରଦାୟ ରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି । ୨୦ବର୍ଷ ପରେ ମହାରାଷ୍ଟ୍ର ରାଜନୀତିରେ ଭିନ୍ନଦୃଶ୍ୟ ଦେଖିବାକୁ ମିଳିଛି । ଅଗାମି ବିଏମସି ନିର୍ବାଚନ ଲଢିବାକୁ ମେଣ୍ଟ ଘୋଷଣା କରିଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ପ୍ରଥମେ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମେଣ୍ଟ ଘୋଷଣା କରିଥିଲେ । ବିମସି ନିର୍ବାଚନରେ ରାଜ ଠାକରେଙ୍କ ଦଳ ଏମଏନଏସ ଓ ଉଦ୍ଧବ ଠାକରେଙ୍କ ୟୁବିଟି ଦଳ ଏକାଠି ଲଢିବାକୁ ମେଣ୍ଟ ଘୋଷଣା କରିଛନ୍ତି । ମେଣ୍ଟ ଘୋଷଣା କରି ରାଜ କହିଛନ୍ତି, ମହାରାଷ୍ଟ୍ର ଦୀର୍ଘ ସମୟ ଧରି ଏହି ସମୟକୁ ଅପେକ୍ଷା କରିଥିଲା । ଆଜି ଆମେ ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରୁଛୁ । ଉଦ୍ଧବ କହିଛନ୍ତି, ଆମେ ଏକାଠି ରହିବା ପାଇଁ ଏକାଠି ହୋଇଛୁ । ଉଦ୍ଧବ ଏହା ମଧ୍ୟ କହିଛନ୍ତି ଯେ ମରାଠୀ ମାନଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରାଯିବ । ମହାରାଷ୍ଟ୍ରର ସମସ୍ୟାକୁ ସର୍ବବୃହତ ପ୍ରାଥମିକତା ଭାବରେ ରଖାଯାଇଛି । ରାଜ କହିଛନ୍ତି, କଳହ ଅପେକ୍ଷା ମହାରାଷ୍ଟ୍ର ବଡ଼ । ଜଣେ ମରାଠୀ ମୁମ୍ବାଇର ମେୟର ହେବେ ।

editor jai odisha by editor jai odisha
December 24, 2025
in ରାଜନୀତି
0
୨୦ବର୍ଷ ପରେ ଏକାଠି ଲଢିବେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ
0
SHARES
1
VIEWS
Share on FacebookShare on Twitter
Previous Post

ଉଦ୍ଧବ-ରାଜଙ୍କ ପୁନର୍ମିଳନ

Next Post

ଲଣ୍ଡନରେ ଏକାଠି ଦିଶିଲେ ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା

editor jai odisha

editor jai odisha

Next Post
ଲଣ୍ଡନରେ ଏକାଠି ଦିଶିଲେ ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା

ଲଣ୍ଡନରେ ଏକାଠି ଦିଶିଲେ ଦେଶର ଦୁଇ ପଳାତକ ଲଳିତ ମୋଦୀ ଓ ବିଜୟ ମାଲ୍ୟା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In