Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ଦିଲ୍ଲୀରେ ୧ରୁ ସବୁ ପୁରୁଣା ଗାଡ଼ିକୁ ଇନ୍ଧନ ମନା

ନୂଆଦିଲ୍ଲୀ( ଏଜେନ୍ସି) : ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି ଶେଷ (ଇଓଏଲ୍‌) ହୋଇଥିବା ଗାଡି, ଅର୍ଥାତ୍‌ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡିଗୁଡିକୁ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକରେ ଇନ୍ଧନ ଭରିବାକୁ ଅନୁମତି ଦିଆଯିବ ନାହିଁ। ଏହି ବର୍ଗର ପୁରୁଣା ଗାଡିଗୁଡିକ ଯେଉଁ ରାଜ୍ୟରେ ପଞ୍ଜୀକୃତ ହୋଇଥାଉନା କାହିଁକି ସେଗୁଡିକ ଦିଲ୍ଲୀରେ ଇନ୍ଧନ ଭରିପାରିବେ ନାହିଁ। ଏ ସମ୍ପର୍କରେ ଦିଲ୍ଲୀ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ନିର୍ଦେଶନାମା ଜାରି କରିଛନ୍ତି। ସିଏକ୍ୟୁଏମ୍ ଦିଲ୍ଲୀର ସମସ୍ତ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକୁ ଏହି ନିର୍ଦେଶ ଦେଇଛନ୍ତି। ଯାହା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଦିଲ୍ଲୀରେ କେବଳ ଦିଲ୍ଲୀ ପଞ୍ଜିକୃତ ପୁରୁଣା ଗାଡିଗୁଡିକୁ ପୂର୍ବରୁ ଇନ୍ଧନ ଭରିବାକୁ ଅନୁମତି ଦିଆଯାଉ ନଥିଲା। ମାତ୍ର ଆଇନରେ ଥିବା ଦୁର୍ବଳତାର ସୁଯୋଗ ନେଇ ଦିଲ୍ଲୀବାସୀ ସେମାନଙ୍କ ପୁରୁଣା ଗାଡିଗୁଡିକୁ ଅନ୍ୟ ରାଜ୍ୟରେ ପଞ୍ଜିକରଣ କରାଇ ନେଉଥିଲେ। କାରଣ ଅନ୍ୟ ରାଜ୍ୟର ପଞ୍ଜିକରଣ ଥିବା ପୁରୁଣା ଯାନବାହନକୁ ଦିଲ୍ଲୀର ପେଟ୍ରୋଲ ଓ ଡିଜେଲ ପମ୍ପରେ ଇନ୍ଧନ ଭରିବାକୁ ସୁଯୋଗ ମିଳୁଥିଲା। ଏବେ ନୂଆ ନିୟମରେ ଅନ୍ୟ ରାଜ୍ୟର ପଞ୍ଜିକୃତ ଯାନବାହନକୁ ଦିଲ୍ଲୀ ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବାର ଅନୁମତି ମିଳିବ ନାହିଁ। କାରଣ ଅନ୍ୟ ରାଜ୍ୟର ଯାନବାହନଗୁଡିକ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ପାଇଁ ଦାୟୀ। ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ସହର ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଅନେକ ସମୟରେ ଗମ୍ଭୀରରୁ ଅତିଗମ୍ଭୀର ସ୍ତରକୁ ଚାଲିଯାଉଛି। ପୁରୁଣା ଗାଡିଗୁଡିକୁ ଚିହ୍ନଟ କରିବା ଲାଗି ଦିଲ୍ଲୀର ୫୨୦ ପେଟ୍ରୋଲ ପମ୍ପ ମଧ୍ୟରୁ ୫୦୦ଟିରେ ସ୍ବୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟ (ଏଏନ୍‌ପିଆର) କ୍ୟାମେରା ଲାଗିଛି। ଏହି କ୍ୟାମେର ଗାଡିଟି କେତେ ବର୍ଷର ପୁରୁଣା ତାହା ଜଣାଇପାରିବ। ଯେଉଁ ପେଟ୍ରୋଲ/ଡିଜେଲ୍ ପମ୍ପଗୁଡିକରେ ଏହି କ୍ୟାମେରା ଲାଗି ନାହିଁ ସେଗୁଡିକ ଜୁନ୍ ୩୦ ସୁଦ୍ଧା ଲଗାଇବାର ବ୍ୟବସ୍ଥା କରିବେ।

editor jai odisha by editor jai odisha
June 22, 2025
in ଜାତୀୟ
0
ଦିଲ୍ଲୀରେ ୧ରୁ ସବୁ ପୁରୁଣା ଗାଡ଼ିକୁ ଇନ୍ଧନ ମନା
0
SHARES
1
VIEWS
Share on FacebookShare on Twitter
Previous Post

ପହଲଗାଓଁ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ

Next Post

ଇରାନରୁ ଫେରିଲେଣି ୧୧୧୭ ଭାରତୀୟ

editor jai odisha

editor jai odisha

Next Post
ଇରାନରୁ ଫେରିଲେଣି ୧୧୧୭ ଭାରତୀୟ

ଇରାନରୁ ଫେରିଲେଣି ୧୧୧୭ ଭାରତୀୟ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In